Viral Video: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଜଣେ ଜିରା ବ୍ୟବସାୟୀଙ୍କ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ବ୍ୟବସାୟୀଙ୍କ ଠାରୁ ନୋଟ୍ ଭର୍ତ୍ତି ଦୁଇଟି ବ୍ୟାଗ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ଏହି ସମୟରେ ହାତାହାତି ହେବା ଯୋଗୁଁ ଏକ ବ୍ୟାଗ ଚିରି ଯାଇଥିଲା ଏବଂ ଟଙ୍କା ରାସ୍ତାରେ ଛିଟିକି ପଡ଼ିଲା। ଏହାକୁ ଲୁଟିବା ପାଇଁ ପଥଚାରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଲାଗି ରହିଥିଲା। ଦେଖନ୍ତୁ ଭାଇରାଲ୍ ଭିଡିଓ....