Raja Raghuvanshi Video: ହନିମୁନରେ ଯାଇ ହୋଟେଲ୍ ରେ ଶୋଇଥିବା ବେଳେ ଲୋକ ଲଗାଇ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ମଧ୍ୟପ୍ରଦେଶର ସୋନମ ରଘୁବଂଶୀ। ସେ ଉତ୍ତର ପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମ ସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଏବଂ ତାଙ୍କର ସହଯୋଗୀ ୩ ହତ୍ୟାକାରୀଙ୍କୁ ମେଘାଳୟ ପୁଲି ଗିରଫ କରିଥିବା ଡିଜିପି ଆଇ ନଙ୍ଗରଙ୍ଗ କହିଛନ୍ତି। ତେବେ ରାଜାଙ୍କ ମୃତ୍ୟୁ ପରେ ତାଙ୍କ ବାହାଘରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଦେଖନ୍ତୁ ଏହି ଭିଡିଓ...