Ram Navami 2025: ଆଜି ରାମ ନବମୀ ଆଉ ଅଯୋଧ୍ୟାରେ ଉତ୍ସବର ମାହୋଲ । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବରେ ଉଲ୍ଲାସରେ ବୁଡିଯାଇଛି ରାମନଗରୀ । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ସକାଳ ୯ଟା ୩୦ରେ ପ୍ରଭୁ ରାମଙ୍କ ବିଶେଷ ଅଭିଷେକ ହୋଇଥିଲା, ଯାହା ପୂରା ଏକ ଘଣ୍ଟା ଧରି ଚାଲିଥିଲା । ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା । ତେବେ ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଦେଖିଥିଲା ।
Also Read: OSSC CRE 2025 JOB: ଓଏସଏସସିରେ ଜୁନିୟର ଷ୍ଟେନୋ ପାଇଁ ବମ୍ପର ନିଯୁକ୍ତି, ଦରମା ୮୦ ହଜାର ଉପରେ
Also See Video: ପୁଣିଥରେ ଭାଇରାଲ ହେଲା ଅଭିନେତ୍ରୀ ସମ୍ଭାବନା ମହାନ୍ତିଙ୍କ ଏହି ଭିଡିଓ