Train Accident: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକ ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓ ଙ୍କ ପୁଅ ଲୋକନାଥ ଦେଓ(୩୫)।ସୂଚନାଅନୁସାରେ,ଲୋକନାଥ ଜଣେ ଗାଡି ମାଲିକ।ତାଙ୍କର ଦୁଇଟି ୧୪ ଚକିଆ ହାଇୱା ଟ୍ରକ୍ ଅଛି।ଗତକାଲି ସେ କାଦଗଡ ଗ୍ରାମର ଚାଷ ଜମି ଦେଖୁଵାକୁ(ଓଆର-ଜିର-୯-ଏନ-୧୫୫୫) ବାଇକ୍ ରେ ସେଠାକୁ ଆସିଥିଲେ