Blue Drum Viral Video: ମେରଠରେ ସୌରଭ ହତ୍ୟା ମାମଲା ପରେ ଖବରରେ ଆସିଥିବା ନୀଳ ଡ୍ରମ୍ ଏବେ ସୋସିଆଲ ମିଡିଆରେ ଏକ ମିମ୍ ସାମଗ୍ରୀ ପାଲଟିଛି। ଲୋକମାନେ ଏବେ ଏହାକୁ ଉପହାର ଭାବରେ ଉପସ୍ଥାପନ କରିବା ଆରମ୍ଭ କଲେଣି। ବିବାହରେ ମଜା ଏବଂ ଉପହାରର ଏକ ଅଂଶ ପାଲଟିଛି ଡ୍ରମ୍ସ। କହିରଖୁଛୁ ଯେ ୟୁପିର ହମିରପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବରର ବନ୍ଧୁମାନେ ତାଙ୍କୁ ଏକ ନୀଳ ଡ୍ରମ୍ ଉପହାର ଦେବା ପାଇଁ ମଞ୍ଚ ଉପରେ ପହଞ୍ଚିଛନ୍ତି। ଏହି ଭିଡିଓ ଉପରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି। ଦେଖନ୍ତୁ ଏହି ଭିଡିଓ-