Advertisement
Photo Details/zeeodisha/odisha2751078
photoDetails0hindi

Odisha Weather Report: ରାଜ୍ୟରେ ଆଜି ବି ଜାରି ରହିବ ଗ୍ରୀଷ୍ମ ଲହରୀ ,ସତର୍କ କଲା ପାଣିପାଗ ବିଭାଗ

Odisha Weather Report: ଆସନ୍ତା  ୫ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ରହିବ।  ଗୁଳୁଗୁଳି ବି ଅଣ ନିଶ୍ବାସୀ କରିବ।୧୪ ଯାଏଁ ଗ୍ରୀଷ୍ମ ଲହରୀରୁ ନିସ୍ତାର ମିଳିବ ନାହିଁ। ଆଜି ବିଶେଷକରି,  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ପ୍ରଚଣ୍ତ ତାତି ଓ ଗୁଳୁଗୁଳି ରହିବ। 

2/8

୧୪ ତାରିଖ ଆଭ୍ୟନ୍ତରୀଣ ଓଡି଼ଶାର  ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

3/8

ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ , ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ। 

 

4/8

ସେହିପରି ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀ ଜାରି ରହିବ। 

 

5/8

ସେହିପରି ୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି ଓ ମୟୂରଭଂଜରେ ଭୀଷଣ ଗରମ ହେବ। 

 

6/8

୧୨ ତାରିଖରେ ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିବ। 

 

7/8

ଏବଂ ୧୩ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡରେ ଗ୍ରୀଷ୍ମ ଲହରୀ କଲବଲ କରିବ। 

 

8/8

ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ଗଂଜାମ,ଗଜପତି, ମୟୂରଭଂଜ,କେନ୍ଦୁଝର ଓ ଢେଙ୍କାନାଳରେ ଗୁଳିଗୁଳି ହେବା ସହ ତାତି ଅନୁଭୁତ ହେବ।  

 

;