Advertisement
Photo Details/zeeodisha/odisha2731294
photoDetails0hindi

Weather Update: ଏହିସବୁ ଜିଲ୍ଲାରେ ଆଜି ତାଣ୍ତବ ରଚିବ କାଳବୈଶାଖି, ବିଜୁଳି ଘଡ଼ଘଡି଼ ହେବ ପ୍ରବଳ ବର୍ଷା!

Weather Update: ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି। ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ରହିବ। ଉପକୂଳ ଓଡ଼ିଶା ସମେତ ନୟାଗଡ, ଗଂଜାମ ଓ ଗଜପତିରେ ଗରମ୍ ଓ ଗୁଳୁଗୁଳି ନାକେଦମ୍ କରିବ। ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ ବିଜୁଳି ଘଡଘଡି ନେଇ କେଉଁ ସବୁ ଜିଲ୍ଲାକୁ ଆଜି ଆଲର୍ଟ ଜାରି କରିଛି।....

1/8

ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖିର ପ୍ରଭାବ ବଢିବ। ବିଜୁଳି ଘଡ଼ଘଡି ସହ ୫୦ ରୁ ୬୦ କିମି ବେଗରେ ପବନ ବହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। 

ALSO READ: Shani Vakri 2025: ଶନିଙ୍କ ଓଲଟା ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ,ଧନବର୍ଷା ହେବା ସହ ମିଳିବ ଖୁସି ଖବର!

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ଶନିବାର?

2/8

ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ,ଖୋର୍ଧା, ନୟାଗଡ, ଗଂଜାମ ଓ ଗଜପତିରେ ଅସତ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ। 

 

3/8

ହେଲେ ସେହିପରି ଆଜି ମଧ୍ୟ ରାଜ୍ୟର ମାଲକାନଗିରି, ଗଂଜାମ୍, କୋରାପୁଟ୍ ଓ ମୟୂରଭଂଜରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ରୁ ୪୦ କିମି ବେଗରେ ପବନ ବହିବ। 

4/8

ଆସନ୍ତାକାଲି, କୋରାପୁଟ୍, ଗଂଜାମ, ସୁନ୍ଦରଗଡ, ମୟୂରଭଂଜ, ବାଲେଶ୍ବର,କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ ଝଡ ବର୍ଷା ଆଶଙ୍କା ରହିଛି। ଏହିସବୁ ଜିଲ୍ଲାକୁ ଅରଂଜ ଆଲର୍ଟ ଜାରି କରାଯାଇଛି। 

5/8

ମାଲକାନଗିରି, ରାୟଗଡା,ଗଜପତି, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ନୟାଗଡ, ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ଦେବଗଡ, ସମ୍ବଲପୁର ଓ ଝାରସୁଗୁଡାରେ ଘଡ଼ଘଡି  ଓ ବର୍ଷା ସହିତ ୪୦ କିମି ବେଗରେ ପବନ ବହିବ।

 

6/8

ସେହିପରି, ୨୮ ତାରିଖରେ ମୟୂରଭଂଜ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗଂଜାମ ଓ ବାଲେଶ୍ବରରେ ପ୍ରବଳ ବର୍ଷା ଓ ପବନ ହେବ। ଏହିସବୁ ସ୍ଥାନରେ ୬୦ କିମି ବେଗରେ ପବନ ବହିବ।

 

7/8

ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ। 

 

8/8

ସେହିପରି, ୨୯ ତାରିଖରେ ନୟାଗଡ, ଖୋର୍ଦ୍ଧା,ବାଲେଶ୍ବର, ମୟୂରଭଂଜ ଓ କଟକରେ ବର୍ଷା ହେବାର ଆଶଙ୍କା ରହିଛି। 

 

;