Advertisement
Photo Details/zeeodisha/odisha2735473
photoDetails0hindi

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସମ୍ପର୍କରେ ଆଉ ଏକ ନୂଆ ଅପଡେଟ୍ ଆସିଛି । ଅଭିନେତ୍ରୀ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

1/6

ବାଲିଚନ୍ଦ୍ରପୁର ଥାନାରେ କରିଥିବା ଏତଲା ନେଇ ହାଇକୋର୍ଟରେ ଫେରାଦ ହୋଇଛନ୍ତି

2/6

ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ସୋନାଲି

3/6

ସ୍ବାମୀ ଦାବି କରୁଥିବା ଜଣେ ଯୁବକଙ୍କ ନାଁରେ ସୋନାଲି ଏତଲା କରିଥିଲେ

4/6

ପୂର୍ବରୁ ସୋନାଲିଙ୍କ ସ୍ୱାମୀ ତାଙ୍କ ନାମରେ ଅଭିଯୋଗ କରି କହିଥିଲେ ଯେ, ଦୀର୍ଘ ୧୨ ବର୍ଷ ଧରି ସୋନାଲି ନିଜ ପୁଅ ଏବଂ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି ।

5/6

ଏହାପରେ ସୋନାଲିଙ୍କ ନାବାଳକ ପୁଅ ଏକ ଭିଡିଓ ଜାରି କରି ନିଜ ମାଆଙ୍କୁ ମିସ୍ କରୁଥିବା କଥା କହିଥିଲେ ।

6/6

କେବଳ ସେତିକି ନୁହେଁ ସୋନାଲି ଏବଂ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ (ନାଣ୍ଡୁ ବାବୁ)ଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗିରହିଥିଲା ।

;