ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳା ବିବାହ ପରେ ପ୍ରଥମ ଥର ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ
ତାପରେ ବଡ଼ଦାଣ୍ଡରେ କିଛି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ ଅନୁଭବ ଜାଗ୍ରତି
ସିଂହଦ୍ୱାର ପଟେ ପ୍ରବେଶ କରି ସାଧାରଣ ଭକ୍ତଙ୍କ ପରି ଜଗା ଦର୍ଶନ କରିଛନ୍ତି ନବ ଦମ୍ପତ୍ତି
ଅନୁଭବ ଜାଗ୍ରତିଙ୍କୁ ପାଖରୁ ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି
ମହାପ୍ରଭୁଙ୍କ ଦର୍ଶନ କରି ଅନୁଭବ ଏବଂ ଜାଗ୍ରତି ଦୁହେଁ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି
ଆପଣଙ୍କୁ କହିରଖୁଛୁ ଯେ, ଅନୁଭବ ଦିଲ୍ଲୀ ସ୍ଥିତ ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ ଜାଗ୍ରତିଙ୍କୁ ବିବାହ କରିଥିଲେ
ଏହା ପୂର୍ବରୁ ପ୍ରଥମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅନୁଭବଙ୍କର ଛାଡପତ୍ର ହୋଇସାରିଥିଲା ।
ଜାଗ୍ରତି ଏବଂ ଅନୁଭବଙ୍କ କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି
ट्रेन्डिंग फोटोज़