Advertisement

Puri 

alt
Jun 28,2025, 8:42 AM IST
alt
ପୁରୀ: ଶ୍ରୀମନ୍ଦିରରେ ଘଟିଛି ଏକ ବଡଧରଣର ଅଘଟଣ । ଧ୍ୱଜା ବନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ ଭାଙ୍ଗିଯାଇଛି ବାଉଁଶ। ଫଳରେ ନୀଳଚକ୍ରରେ ଝୁଲିଲା ଧ୍ୱଜା ବନ୍ଧା ବାଉଁଶ। ଦୀର୍ଘ ସମୟ ପରେ ଉପରଆଡୁ ଭାଙ୍ଗିଥିବା ଧ୍ୱଜା ବନ୍ଧା ବାଉଁଶରେ ଉଡିଲା ମହାପ୍ରଭୁଙ୍କ ପତିତପାବନ ବାନା।  ବାଉଁଶ ଭାଙ୍ଗିବା ପୂର୍ବରୁ ଧ୍ୱଜାବନ୍ଧା କାର୍ଯ୍ୟ ହୋଇସାରିଥିଲା ତେଣୁ ବାନା ଲାଗିଥିବା ବାଉଁଶକୁ ଚୁନରା ସେବକ ମାନେ ନୀଳଚକ୍ରରେ ପୁନଃ ସ୍ଥାପନ କରିଛନ୍ତି। ନୀଳଚକ୍ର ଉପରକୁ ଯେତିକି ଉଚ୍ଚରେ ବାନା ବନ୍ଧା ଯାଇଥାଏ ବାଉଁଶ ଭାଙ୍ଗିବା ଯୋଗୁଁ ତାହାର ଉଚ୍ଚତା କମ୍ ରହିଛି। ତେବେ କୌଣସି ବାତ୍ୟା ଆଦି ସମୟରେ ବାନା ଉଡିଯିବାର ନଜିର ରହିଛି। ହେଲେ ଆଜି ସେଭଳି କିଛି ନଥିବା ସତ୍ତ୍ୱେ ବାଉଁଶ ଭାଙ୍ଗିପଡିବା ଏକ ବଡ ଅଘଟଣ ବୋଲି କୁହାଯାଉଛି।
Feb 14,2025, 21:54 PM IST
View More

Trending news

;