Kapil Sharma: କପିଲଙ୍କ ଶୋକୁ ଫେରିପାରନ୍ତି ଡ. ଗୁଲାଟି, ନୂଆ ନାଁରେ ଆସିବ ଏହି ଲୋକପ୍ରିୟ ସୋ
Advertisement
Article Detail0/zeeodisha/odisha2135286

Kapil Sharma: କପିଲଙ୍କ ଶୋକୁ ଫେରିପାରନ୍ତି ଡ. ଗୁଲାଟି, ନୂଆ ନାଁରେ ଆସିବ ଏହି ଲୋକପ୍ରିୟ ସୋ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ସିରିଆଲ 'ଦି କପିଲ ଶର୍ମା ସୋ' ବନ୍ଦ ହେବା ପରେ ଅନେକ ପ୍ରଶଂସକଙ୍କୁ ନିରାଶ କରିଥିଲା। ଯଦିଓ ଏହି ଶୋ ପୁଣି ଥରେ ଛୋଟ ପରଦାକୁ ଫେରିବା ନେଇ ଆଶାର ରହିଥିଲା।  କିନ୍ତୁ କେହି ଭାବି ନଥିଲେ ଯେ ପୁରୁଣା ଯୋଡି ପୁଣି ଫେରିବେ। ତେବେ ଏହି ଶୋ ଫେରିବା ସହିତ ଆଉ ଏକ ଖୁସି ଖବର ପ୍ରଶଂସକମାନଙ୍କ ପାଇଁ ମଧ୍ୟ ରହିଛି। ଶୁଣି

Kapil Sharma: କପିଲଙ୍କ ଶୋକୁ ଫେରିପାରନ୍ତି ଡ. ଗୁଲାଟି, ନୂଆ ନାଁରେ ଆସିବ ଏହି ଲୋକପ୍ରିୟ ସୋ

Kapil Sharma: ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ସିରିଆଲ 'ଦି କପିଲ ଶର୍ମା ସୋ' ବନ୍ଦ ହେବା ପରେ ଅନେକ ପ୍ରଶଂସକଙ୍କୁ ନିରାଶ କରିଥିଲା। ଯଦିଓ ଏହି ଶୋ ପୁଣି ଥରେ ଛୋଟ ପରଦାକୁ ଫେରିବା ନେଇ ଆଶାର ରହିଥିଲା।  କିନ୍ତୁ କେହି ଭାବି ନଥିଲେ ଯେ ପୁରୁଣା ଯୋଡି ପୁଣି ଫେରିବେ। ତେବେ ଏହି ଶୋ ଫେରିବା ସହିତ ଆଉ ଏକ ଖୁସି ଖବର ପ୍ରଶଂସକମାନଙ୍କ ପାଇଁ ମଧ୍ୟ ରହିଛି। ଶୁଣିବାକୁ ମିଳୁଛି କି ସୁନୀଲ ଗ୍ରୋଭର ପୁଣିଥରେ ଏହି ଶୋକୁ ଫେରିବେ। କପିଲ ଶର୍ମାଙ୍କ ସହିତ ପୁନର୍ବାର ଏହି ଶୋରେ ନଜର ଆସିବେ ସୁନୀଲ ଗ୍ରୋଭର। ପୂର୍ବରୁ ଏହି ଶୋ ଟିଭିରେ ପ୍ରସାରିତ ହେଉଥିଲା। ବର୍ତ୍ତମାନ ଆପଣ ଏହାକୁ OTT ପ୍ଲାଟଫର୍ମରେ ଏହାକୁ ଦେଖିପାରିବେ। ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ରହିଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Netflix India (@netflix_in)

କପିଲ ଶର୍ମାଙ୍କ ସବୁଠାରୁ ଲୋକପ୍ରିୟ ସୋ 'ଦି କପିଲ ଶର୍ମା ସୋ' ବନ୍ଦ ହୋଇଗଲା ଯାହା ପ୍ରଶଂସକଙ୍କୁ ଏକ ବଡ ଝଟକା ଲାଗିଥିଲା। ଏଠାରେ କହି ରଖୁ କି ଏହି ଶୋ ବର୍ତ୍ତମାନ ଆଉ ଏକ ନୂଆ ନାଁରେ ଆସିବାକୁ ଯାଉଛି। ଆହୁରି ଅନେକ କିଛି ଏହି ସୋରେ ପରିବର୍ତ୍ତନ କରାଯାଇଛି। ସୁନୀଲ ଗ୍ରୋଭର ଓ କପିଲଙ୍କ ଯୋଡ଼ି ପୁଣିଥରେ ଦର୍ଶକଙ୍କୁ ହସାଇବା ନେଇ ପ୍ରସ୍ତୁତ ରହିଛନ୍ତି।

ଏହି ଶୋରେ କିଛି ନୂଆ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି। ଏହି 'ଶୋ ଦ କପିଲ ଶର୍ମା ସୋ' ପରିବର୍ତ୍ତେ 'ଦ ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ' ନାମରେ ପ୍ରସାରିତ ହେବ ବୋଲି ସୂଚନା ରହିଛି। ଏହା ସହିତ ଏହି ଶୋରେ ସୁନୀଲ ଗ୍ରୋଭର, କୃଷ୍ଣା ଅଭିଷେକ, କିକୁ ସାରଦାଙ୍କ ବ୍ୟତୀତ ଅର୍ଚ୍ଚନା ପୂରନ ସିଂହ ଓ ଚନ୍ଦନ ପ୍ରଭାକରଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;