Green Road Construction
ସବୁଜ ସଡ଼କ ନିର୍ମାଣରେ ଅନନ୍ୟ ପଦେକ୍ଷପ : ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ
Green Road Construction: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
Aug 7,2025, 17:53 PM IST
Entertainment News
Entertainment News: ୩ରେ 'ରଜ କୁଇନ୍ ୨୦୨୫'ର ଗ୍ରାଣ୍ଡ ଫିନାଲେ
ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି । ସେହିପରି ରଜ ପର୍ବ ଉପଲକ୍ଷେ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ 'ରଜ କୁଇନ୍ ୨୦୨୫', ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିତି ପାଇଛି ଅଗଣିତ ଦର୍ଶକଙ୍କ ଅଶେଷ ଭଲପାଇବା
Jul 31,2025, 10:39 AM IST
Sanitation Worker Welfare
ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବୀମା ସହ ମିଳିବ ଏସବୁ ସୁବିଧା
Sanitation Worker Welfare: ମୁଖ୍ୟମନ୍ତ୍ରୀ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତିରେ ସ୍ୱଚ୍ଛତା ବିଷୟରେ ମଧ୍ୟ ଦର୍ଶାଯାଇଛି। ରଥଯାତ୍ରା ସମୟରେ ଛେରାପହଁରା ଏହାର ଏକ ପ୍ରମୁଖ ଉଦାହରଣ।
Jul 26,2025, 15:46 PM IST
Odisha Tex 2025
ଭୁବନେଶ୍ୱରରେ ପ୍ରଥମ ଓଡି଼ଶା ଟେକ୍ସଟାଇଲ କନ୍କ୍ଲେଭ୍, ଦୁଇଟି ଟେକ୍ସଟାଇଲ ପାର୍କ ଲୋକାର୍ପିତ
Odisha News: ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ ।
Jul 25,2025, 17:48 PM IST
india diplomacy
ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ
India diplomacy: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୂଟନୀତି ସବୁବେଳେ ରାଷ୍ଟ୍ର ପ୍ରଥମ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛି। ଉଭୟ ଅନ୍ତର୍ଜାତୀୟ ମଞ୍ଚ ଏବଂ ଘରୋଇ କ୍ଷେତ୍ରରେ ଭାରତକୁ ଏହାର ସୁଫଳ ମିଳୁଛି। ନିକଟରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ଭାରତର ସମ୍ପର୍କକୁ ନେଇ ପରିବର୍ତ୍ତିତ ଘଟଣାକ୍ରମରେ ଏହାର ଲାଭ ଦେଖିବାକୁ ମିଳିଛି।
Jul 23,2025, 15:29 PM IST
NDDB-OMFED Pact
ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଏବଂ ଓମ୍ଫେଡ ମଧ୍ୟରେ ଚୁକ୍ତି
NDDB-OMFED Pact: ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍ଫେଡ୍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।
Jul 19,2025, 17:19 PM IST
Padma Awards 2026
ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୫
Padma Awards 2026: ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର–୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୫ । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in )ରେ ଅନଲାଇନରେ ଗ୍ରହଣ କରାଯିବ ।
Jul 2,2025, 21:14 PM IST
Odisha news
Odisha News: ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ
ପୁରୀ: ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା, ଲୋକଙ୍କ ଆଦୃତି ଲାଭ କରିପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ପ୍ରଦାନ ପୂର୍ବକ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି
Jun 27,2025, 0:06 AM IST
Sri Sri Ravishankar
Ravishankar:କଲମ୍ବିଆରୁ ବିଶ୍ୱଶାନ୍ତିର ବାର୍ତ୍ତା ଦେଲେ ରବିଶଙ୍କର
ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦେଶ ତଥା ଦେଶ ବାହାରେ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇ ଆସୁଥିବା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ନିକଟରେ କଲମ୍ବିଆ ଗସ୍ତ ଶେଷ କରିଛନ୍ତି । ଏହି ଅବସରରେ ସେଠାକାର ବୋଗୋଟା ସହର ଅନ୍ତର୍ଗତ ପ୍ରସିଦ୍ଧ ‘ପ୍ଲାଜା ଲା ସାଣ୍ଟା ମାରିଆ’ଠାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ତାଙ୍କ ସହ ଏକତ୍ରିତ ହୋଇଥିଲେ ହଜାର ହଜାର ସ୍ଥାନୀୟ ଲୋକ।
Jun 25,2025, 12:19 PM IST
IIM Raipur
IIM ରାୟପୁର ଏବଂ CSHD ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଦେଶରେ ଉଦ୍ୟୋଗୀ ନେତୃତ୍ୱ ନିର୍ମାଣ ପାଇଁ ଜଣାଶୁଣା ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM) ରାୟପୁର, ରାୟପୁର ସ୍ଥିତ ସେଣ୍ଟର ଫର୍ ଷ୍ଟଡିଜ୍ ଅନ୍ ହୋଲିଷ୍ଟିକ୍ ଡେଭଲପମେଣ୍ଟ (CSHD) ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ମିଳିତ ଗବେଷଣା, ତାଲିମ, ସାମାଜିକ ପଦକ୍ଷେପ ଏବଂ ଶୈକ୍ଷିକ ସହଯୋଗକୁ
Jun 25,2025, 9:37 AM IST
Odisha News: ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର,୧୩୦ରୁ ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ
ଭୁବନେଶ୍ୱର: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଦାନୀ ଗୃପ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୩୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ପୋର୍ଟ କର୍ମକର୍ତ୍ତା, ଶ୍ରମିକ, ପରିବା
Jun 25,2025, 8:07 AM IST
Rath Yatra 2025
ରଥଯାତ୍ରା ୨୦୨୫ ପାଇଁ ପୂର୍ବତଟ ରେଳପଥ ଲଞ୍ଚ୍ କଲା 'ECoR Yatra' ଆପ୍, ମିଳିବ ଏହି ସବୁ ସୁବିଧା
ECoR Yatra Aap: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ରେ ଯୋଗଦାନ କରୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପ୍ରକୃତ-ସମୟ, ନିର୍ଭରଯୋଗ୍ୟ ଏବଂ ସୁଲଭ ରେଳ ସେବା ପ୍ରଦାନ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ 'ECoR Yatra _ ଇକୋର ଯାତ୍ରା' ନାମକ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ଲଞ୍ଚ କରିଛି।
Jun 24,2025, 18:04 PM IST
Odisha News: ମହଙ୍ଗା ପଡିଲା ଭିନ୍ନ ଜାତିରେ ବିବାହ କରିବା: ପରିବାରର ୪୦ ସଦସ୍ୟ ହେଲେ ଲଣ୍ଡା
କୋରାପୁଟ (Niroj Satpathy): ରାୟଗଡ଼ା ଜିଲ୍ଲା କାଶିପୁର ଅଞ୍ଚଳରେ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରର ୪୦ ସଦସ୍ୟ ଲଣ୍ଡା ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଞ୍ଚଳରେ ଏବେ ବି ପୁରୁଣା ପ୍ରଥାର ବିଲୋପ ଘଟି ନାହିଁ। ଏବେ ବି କିଛି ଅଞ୍ଚଳରେ ପୁରୁଣା ପ୍ରଥା ଜାତି ରହିଛି। ଏହି ପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା
Jun 23,2025, 14:43 PM IST
sri sri university
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ବଡ଼ ସଫଳତା
ଏହି ସଫଳତା କେବଳ ଏହିଠାରେ ଶେଷ ହେଉନାହିଁ । SDG-4 (ଗୁଣବତ୍ତାପୂର୍ଣ୍ଣ ଶିକ୍ଷା)ଓSDG-15 (ପୃଥିବୀ ଉପରେ ଜୀବନ)ବିଭାଗରେ ମଧ୍ୟଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟବିଶ୍ୱର ଶ୍ରେଷ୍ଠ 200ମଧ୍ୟରେ ସ୍ଥାନ ପାଇଛି ।SDG-6 (ବିଶୁଦ୍ଧ ଜଳ ଓ ସ୍ୱଚ୍ଛତା)ଓSDG-7 (ଶସ୍ତା ଓ ସ୍ୱଚ୍ଛ ଶକ୍ତି)ରେ ଏହି ସଂସ୍ଥାବିଶ୍ୱର ଶ୍ରେଷ୍ଠ 300ମଧ୍ୟରେ ସ୍ଥାନିତ ହୋଇଛି । ଏହି ସଫଳତା କେବଳ ଏକ ସଂଖ୍ୟା ମାତ୍ର ନୁହେଁ, ବରଂ ଏହା ସେହି ଶିକ୍ଷା ମୂଲ୍ୟବୋଧର ଚିତ୍ରଣ ଯେଉଁଥିରେ ସମାଜ, ପରିବେଶ ଓ ମାନବିକତା ଏକସଙ୍ଗେ ଗଠିତ ହୁଏ
Jun 20,2025, 13:02 PM IST
Puri News: ପୁରୀକୁ ବିଶ୍ୱସ୍ତରୀୟ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ
ସହର ଓ ଗାଁ’ଠାରୁ ଆରମ୍ଭ କରି ଯେ କୌଣସି ଅଞ୍ଚଳର ଭୌଗୋଳିକ କ୍ଷେତ୍ର ଯୋଜନା ପ୍ରସ୍ତୁତି ସମୟରେ ମହିଳାମାନଙ୍କ ଆବଶ୍ୟକତା, ଅନୁଭବ ଏବଂ ସୁରକ୍ଷାକୁ ଗୁରୁତ୍ୱ ଦେଇ ନୂଆ ଏକ ଦୃଷ୍ଟିକୋଣରୁ ଚିନ୍ତା କରିବା ଉଦ୍ଦେଶ୍ୟରେ “ରି-ଇମାଜିନିଂ ସ୍ପେସଲ୍ ପ୍ଲାନିଂ ଫ୍ରମ୍ ୱିମେନ୍ସ ପର୍ସପେକ୍ଟିଭ୍” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟ
Jun 5,2025, 13:46 PM IST
Odisha News: ବଲାଙ୍ଗୀରରେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ୪ ଗିରଫ
ଭୁବନେଶ୍ୱର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ଗତକାଲି ଏହି ସାମ୍ବାଦିକଙ୍କ ହାତଗୋଡ଼ ବାନ୍ଧି ଜଣେ ଠିକାଦାର ଏବଂ ତାଙ୍କ କିଛି ସହଯୋଗୀ ମାଡ଼ ମାରିଥିଲେ। ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ସାରା ଓଡ଼ିଶାରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ଉପ
May 26,2025, 12:57 PM IST
Odisha News: ସୁନ୍ଦରଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର, ୨୦୦ରୁ ଅଧିକ ହିତାଧିକାରୀ ଉପକୃତ
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି। ଏହି କ୍ୟାମ୍ପରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସ
May 25,2025, 8:56 AM IST
ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୩୨୧ଟି ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ
ଭୁବନେଶ୍ୱର: ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ଝାରପାଲମ, ମୁଣ୍ଡେଲଖେତ, ଗରଞ୍ଜୋର, କୁରାଲୋଇ, ବଞ୍ଜାରୀ, ଲଖନପୁର, ବେଲପାହାଡ଼ ଗ୍ରାମପଞ୍ଚାୟତରେ ୩୨୧ଟି ସୌରଶକ୍ତି ଚାଳିତ ଷ୍ଟ୍ରିଟ ଲାଇଟ ସ୍ଥାପନ କରିଛି ବେଦାନ୍ତ। ଏହି ସବୁଜ ପଦକ୍ଷେପ ୧୦,୦୦୦ ରୁ ଅଧିକ ବାସିନ୍ଦାଙ୍କୁ ପରିବେଶ ଅନୁକୂଳ ଆଲୋକ ପ୍ରଦାନ କରିବା ସହିତ ବାର୍ଷିକ ପ୍ରାୟ ୨୨ ଟନ୍ ଅଙ୍ଗାର
May 13,2025, 8:42 AM IST
IMS Student
IMS Student: ଆଇଏମଏସ ପୁରାତନ ଛାତ୍ର ସଂଘର ପ୍ରଥମ ଭେଟଘାଟ
ଭୁବନେଶ୍ୱର: ଜୀବନର ସ୍ୱର୍ଣିମ ସମୟ ହେଉଛି ଛାତ୍ର ଜୀବନ। ଏହି ଚପଳାମୀ ବୟସରେ ଆଞ୍ଜୁଳାଏ ସମ୍ପର୍କ ଓ ଅପାସୋରା ସ୍ମୃତି ସବୁ ଜୀବନକୁ ସୁନ୍ଦର କରିଥାଏ। ଦିନ ସିନା ଚାଲିଯାଏ କିନ୍ତୁ ସମୟ ସୁଅରେ ରହିଯାଇଥିବା ଚିହ୍ନ ସବୁ ରହିଯାଏ ଅବିସ୍ମରଣୀୟ ସ୍ମୃତି ହୋଇ। ଆଉ ଏହି ସ୍ମୃତି ସବୁକୁ ଉଜ୍ଜିବିତ କରିବାକୁ ପ୍ରୟାସ କରିଥିଲେ ସାମ୍ବାଦିକତା ଶିକ୍ଷା କ୍ଷେତ୍
May 13,2025, 8:34 AM IST
Cabinet approves revised energy policy
ବିଦ୍ୟୁତଶକ୍ତି କ୍ଷେତ୍ରକୁ କୋଇଲା ଆବଣ୍ଟନ ପାଇଁ ସଂଶୋଧିତ ଶକ୍ତି ନୀତିକୁ କ୍ୟାବିନେଟ ମଞ୍ଜୁରୀ
Cabinet: ଉପରୋକ୍ତ ନିଷ୍ପଭିକୁ କାର୍ଯ୍ୟକାରୀ କରିବା ଲାଗି କୋଲ୍ ଇଣ୍ଡିଆ ଲିମିଟେଡ୍ ସି.ଆଇ.ଏଲ୍.)/ସିଙ୍ଗାରେନି କୋଲିୟରୀଜ୍ କମ୍ପାନ ଲିମିଟେଡ୍ (ଏସ୍.ସି.ସି.ଏଲ୍.) କୁ ନିର୍ଦ୍ଦେଶ ଜାରି କଟ କରାଯିବ ଆହୁରି, ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ମଧ୍ଯ ସଂଶୋଧୂତ ଶକ୍ତି ନୀତି ସମ୍ପର୍କରେ ଅବଗତ କରାଯିବ, ଯାହାଦ୍ବାରା ସମ୍ପୃକ୍ତ ବିଭାଗ/କର୍ତ୍ତୃପକ୍ଷ ଏବଂ ନିୟାମକ ଆୟୋଗମାନଙ୍କୁ ମଧ୍ଯ ଏ ବିଷୟରେ ଅବଗତ କରାଯାଇପାରିବ ।
May 7,2025, 18:31 PM IST
Yoga Utsav
ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ: ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପାଳନ ହେଲା ‘ଯୋଗୋତ୍ସବ’
କଟକ: ଯୋଗ ହେଉଛି ସମଗ୍ର ମାନବ ସମାଜର ସ୍ୱାସ୍ଥ୍ୟ ସୁରକ୍ଷାକାରୀ । “ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ” ପାଇଁ ଯଦି କାହାର ସର୍ବାଧିକ ଭୂମିକା ଥାଏ, ତେବେ ସିଏ ହେଉଛି ଯୋଗ । ଏହା ସମଗ୍ର ପୃଥିବୀ ଓ ମାନବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ ନିମନ୍ତେ ନିଶ୍ଚିତ ଭାବରେ ଏକ ଅବ୍ୟର୍ଥ ମହୌଷଧି ।” ଆସନ୍ତା ଜୁନ୍ ୨୧ ତାରିଖ ପାଳନ ହେବାକୁ ଥିବା ଆନ୍ତର୍ଜତିକ ଯୋଗ ଦିବସ
Apr 27,2025, 15:18 PM IST
Odisha News: କଳାହାଣ୍ଡିରେ ଆରମ୍ଭ ହେଲା 'ପରିଚୟ', ଯୋଗଦେଲେ ୨ ହଜାର ମହିଳା
ଭୁବନେଶ୍ୱର: ମହିଳା ସଶକ୍ତିକରଣ ଏବଂ କାଳାହାଣ୍ଡିର ସମୃଦ୍ଧ ସାଂସ୍କୃତିକ ଚିତ୍ରକଳାର ଏକ ଜୀବନ୍ତ ଉତ୍ସବ "ପରିଚୟ" ଆୟୋଜନ କରିଥିଲା। ଗ୍ରାମୀଣ ଓଡ଼ିଶାର ମହିଳାମାନଙ୍କ ଉଦ୍ୟମିତା ମନୋଭାବକୁ ପାଳନ କରୁଥିବା ଏହି କାର୍ଯ୍ୟକ୍ରମରେ ୬୦ଟି ଗାଁରୁ ୨୦୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ମାସେ ବ୍ୟାପୀ ଉତ
Apr 10,2025, 10:17 AM IST
Sishu Vatika
ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ
ଭୁବନେଶ୍ୱର ସ୍ଥିତ ବଡଗଡ ଉଚ୍ଚ ବିଦ୍ୟାଳୟ ପରିସରରେ 'ଶିଶୁ ବାଟିକା' ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
Apr 2,2025, 17:04 PM IST
Top 10 News Headlines
Top 10 News Headlines: ଟ୍ରେନ ଦୁର୍ଘଟଣାର ତନାଘନା, ରାଜ୍ୟରେ କୁଆପଥର ବର୍ଷା ସମ୍ଭାବନା ଓ ଅନ୍ୟ
Top 10 News Headlines: ପଢିନିଅନ୍ତୁ ସକାଳ ସମୟର ୧୦ ଟି ବଡ଼ ଖବର...
Mar 31,2025, 8:48 AM IST
Odisha News: 'ପ୍ରକଳ୍ପ ଆରୋଗ୍ୟମ୍ "ଦ୍ୱାରା ଗ୍ରାମାଞ୍ଚଳରେ କର୍କଟ ଚିହ୍ନଟ ପରୀକ୍ଷଣ
ଭୁବନେଶ୍ୱର: ଛତିଶଗଡର ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 'ପ୍ରକଳ୍ପ ଆରୋଗ୍ୟମ୍-କିଓର ୱିଥ୍ କେୟାର' ଅଧୀନରେ ଏକ ବ୍ୟାପକ କର୍କଟ ଚିହ୍ନଟ ପରୀକ୍ଷଣ ଏବଂ ସଚେତନତା ଅଭିଯାନ ପରିଚାଳନା କରାଯାଇଛି । ବିଏମସି
Mar 17,2025, 14:56 PM IST
Odisha News: କଳାହାଣ୍ଡିର ମୋହନ ସାହୁ ଜିତିଲେ ୨ଟି ବ୍ରୋଞ୍ଜ ପଦକ
ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ପାରା ଜୁଡୋ ଆଥଲେଟ୍ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡୋ ଚାମ୍ପିଅନସିପ୍ ୨୦୨୫ ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଜଣେ ପ୍ରତିଭାବାନ ଅଳଥଲେଟ୍ ଭାବେ ଆଶୀର୍ବାଦ ପ୍ରାପ୍ତ ମୋହନ ଜୁନିୟର (୬୬ କେଜି) ଏବଂ ସିନିୟର (୬୪ କେଜି) ବର୍ଗରେ ନିଜର ଦକ୍ଷତା ପ୍ରଦର
Mar 10,2025, 14:47 PM IST
Sasu Nuhen Sunami Jhada
Odia Entertainment News:ଜୀ ସାର୍ଥକର ନୂଆ ଫିଲ୍ମ ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’
ଭୁବନେଶ୍ୱର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କ
Mar 5,2025, 13:39 PM IST
Groupism in Odisha BJP
ଗୋଷ୍ଠୀବାଦରେ ବିଜେପି, ଅସହାୟ ନେତା; ସମାଧାନ କରିପାରିବେ କି ରାଷ୍ଟ୍ରୀୟ ସଭାପତି
ପ୍ରଶ୍ନ ଉଠୁଛି ଦଳରେ ଏପରି କଂଗ୍ରେସ ସିଣ୍ଡ୍ରୋମ କାହିଁକି? କାହିଁକି ବଢ଼ୁଛି ଦଳୀୟ କନ୍ଦଳ ଆଉ କାହିଁକି ଏହାକୁ ପ୍ରଶମିତ କରିପାରୁ ନାହାନ୍ତି ବଡ଼ ବଡ଼ ନେତା? ମୁଖ୍ୟମନ୍ତ୍ରୀ ଭାବେ ଭୁଲ୍ ପ୍ରାର୍ଥୀଙ୍କୁ କେନ୍ଦ୍ର ନତୃତ୍ୱ ଓଡ଼ିଶା ଉପରେ ଲଦିଦେଇଛନ୍ତି କି?
Feb 28,2025, 10:40 AM IST
Odisha News: କାଶୀପୁର ପର୍ଯ୍ୟନ୍ତ ଗଡିଲା ଭ୍ରାମ୍ୟମାଣ ଚିକିତ୍ସା ସେବା
ଭୁବନେଶ୍ୱର: ଗୋଷ୍ଠୀ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହିତ ଆହୁରି ୨୧ଟି ଦୁର୍ଗମ ଗ୍ରାମକୁ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ (ଏମ୍ଏଚୟୁ.) ସେବାକୁ ଓଡ଼ିଶାର ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକକୁ ସମ୍ପ୍ରସାର
Feb 24,2025, 13:51 PM IST
Odia workers
ଓମାନରୁ ଫେରିଲେ ୪ ଜଣ ଓଡ଼ିଆ ଶ୍ରମିକ
Odisha News: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି।
Feb 21,2025, 21:49 PM IST
KIIT suicide
KIIT କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ୱର
KIIT Student Suicide Case: କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥି ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
Feb 19,2025, 23:12 PM IST
Odisha
ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଗ୍ରୀଡକୋ ଓ ଅଭାଡା ଗ୍ରୀନ PVT Ltd ମଧ୍ୟରେ ସ୍ୱାକ୍ଷର
ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ। ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ ହାଇଡ୍ରୋଜେନ୍ / ଆମୋନିଆର ଆବଶ୍ୟକ ରହିଛି ।
Feb 19,2025, 20:15 PM IST
Kiit Controversy
KIIT Controversy: କିଟ୍ ପ୍ରସଙ୍ଗରୁ ଧ୍ୟାନ ହଟାଇପାରିବ କି ବିଜେଡି
ଏ ଆଶଙ୍କା ଆସିବା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ଏହା କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏପରି ପ୍ରଥମ ଅଘଟଣ ନୁହେଁ। ପୂର୍ବ ବର୍ଷ ଦୁଇଜଣ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ତା’ ପୂର୍ବରୁ ୨୦୨୨ରେ ମଧ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।
Feb 19,2025, 13:03 PM IST
Mahakumbha Traffic Issue
Mahakumbha Traffic Issue: ଟ୍ରାଫିକ ପରିଚାଳନାକୁ ନେଇ ସୂଚନା ଦେଲେ ଉତ୍ତରପ୍ରଦେଶ ଡିଜିପି
Mahakumbha Traffic Issue: ଏହା କେବଳ ଏକ କାର୍ଯ୍ୟକ୍ରମ ଆୟୋଜନ ନୁହେଁ ବରଂ ଏହା ଇତିହାସ ସୃଷ୍ଟି କରିବା ଭଳି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କ ଦକ୍ଷ ନେତୃତ୍ୱ ଏବଂ ନିକଟ ତତ୍ତ୍ୱାବଧାନରେ ରଣନୈତିକ ଯୋଜନା, ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଏବଂ ୟୁପି ପୋଲିସର ଅକ୍ଳାନ୍ତ ସେବା ଏହି କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ ମାନର କରୁଛି। ଆଗାମୀ ପିଢ଼ି ଏହାକୁ ଶୃଙ୍ଖଳା, ସମର୍ପଣ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠାର ପ୍ରତୀକ ଭାବରେ ମନେ ରଖିବେ।
Feb 11,2025, 14:24 PM IST
cooperative banks
ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା
ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ ।
Feb 6,2025, 19:20 PM IST
Pariksha Pe Charcha 2025
ପରୀକ୍ଷା ପେ ଚର୍ଚ୍ଚା ୨୦୨୫: ପିଏମ ମୋଦିଙ୍କ ସହିତ ଦୀପିକା ପାଦୁକୋନ ଏବଂ ସଦଗୁରୁ ମଧ୍ୟ ଦେବେ ଟିପ୍ସ
Pariksha Pe Charcha 2025: ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ (ପିପିସି ୨୦୨୫) ଫେବୃଆରୀ ୧୦, ୨୦୨୫ ରେ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ, ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ମାର୍ଗଦର୍ଶନ ଦେବେ ।
Feb 6,2025, 17:00 PM IST
Budget
୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
Budget: ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ। ୨୦୨୫ -୨୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଉପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
Feb 1,2025, 14:39 PM IST
transport department
ଆଜିଠୁ ସବୁ ଟୋଲ ଗେଟ୍ରେ ନିୟମ ଲାଗୁ; ଗାଡ଼ି ବୀମା ନଥିଲେ ଧରାପଡ଼ିବେ ଚାଳକ
Transport department: ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପା ମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଡିଟେକ୍ସନ ଜରିଆରେ ଚିହ୍ନଟ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି।
Feb 1,2025, 10:39 AM IST
lootera arrested
କଳାହାଣ୍ଡି ପୁଲିସକୁ ବଡ଼ ସଫଳତା; ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଗିରଫ
Lootera arrested: ବିଳମ୍ବିତ ରାତିରେ ପ୍ରାୟ ୮ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
Feb 1,2025, 10:09 AM IST
retail inflation
ଖୁଚୁରା ମୁଦ୍ରାସ୍ଫିତି ୨୦୨୪ ଆର୍ଥିକ ବର୍ଷରେ ୫.୪% ରୁ ୨୦୨୫ ଆର୍ଥିକ ବର୍ଷରେ ୪.୯%କୁ ଖସିଲା
Retail inflation: 2025 ରୁ 2024 ମଧ୍ୟରେ ମୂଳ ମୁଦ୍ରାସ୍ଫିତିରେ 0.9 ପ୍ରତିଶତ ହ୍ରାସ ବଫର୍ ଷ୍ଟକ୍ ଏବଂ ଅବଧି କାଳୀନ ଖୋଲା ବଜାର କାର୍ଯ୍ୟକଳାପକୁ ମଜବୁତ କରିବା ମୁଦ୍ରାସ୍ଫିତି ସ୍ଥିରତା ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ ଚରମ ପାଣିପାଗ ଏବଂ ଯୋଗାଣ ଜନିତ ବାଧା ଦ୍ୱାରା ଭାରତରେ ଖାଦ୍ୟ ମୁଦ୍ରାସ୍ଫିତିକୁ ପ୍ରଭାବିତ କରିଛି ଭାରତର ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫିତି 2026 ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ 4% ମଧ୍ୟରେ ରହିବ ଉତ୍ପାଦନ ବୃଦ୍ଧି ଲାଗି କୃଷି ଗବେଷଣା ଏବଂ ଚାଷୀଙ୍କ ତାଲିମ ଜରୁରୀ
Jan 31,2025, 16:15 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.