Gold Rate: ଦେଶରେ ସୁନା ମୂଲ୍ୟ ନିରନ୍ତର ଭାବେ ବୃଦ୍ଧି ପାଉଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୪୨୦ ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୦୧,୫୦୦ ଟଙ୍କାରେ ପହଞ୍ଚିଛି।
ମୁମ୍ବାଇ ଏବଂ କୋଲକାତାରେ ୨୪ କ୍ୟାରେଟ୍ ର ମୂଲ୍ୟ ୧,୦୧,୩୫୦ ଏବଂ ୨୨ କ୍ୟାରେଟ୍ ର ମୂଲ୍ୟ ୯୨,୯୦୦ ପ୍ରତି ୧୦ ଗ୍ରାମ ପିଛା ରହିଛି । ନୋଏଡା ଏବଂ ଗାଜିଆବାଦରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୯୩,୦୫୦ ରେ ପହଞ୍ଚିଛି। ସେହି ସମୟରେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୦୧,୫୦୦ ରହିଛି।
ଅନ୍ୟପକ୍ଷରେ, ଏହି ସପ୍ତାହରେ ରୂପା ମୂଲ୍ୟ ୩୦୦୦ ଟଙ୍କା ହ୍ରାସ ପାଇଛି। ଅଗଷ୍ଟ ୩ ତାରିଖରେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୧,୧୩,୦୦୦ ଟଙ୍କା ରେକର୍ଡ କରାଯାଇଥିଲା। କିନ୍ତୁ, ଅଗଷ୍ଟ ୨ ତାରିଖରେ ଇନ୍ଦୋର ବୁଲିୟନ ବଜାରରେ ରୂପା ୧୦୦୦ ମହଙ୍ଗା ହୋଇ କିଲୋଗ୍ରାମ ପ୍ରତି ୧,୧୨,୮୦୦ ରେ ପହଞ୍ଚିଥିଲା।
ଅଗଷ୍ଟ ୩, ୨୦୨୫ ରେ ଦେଶର ବିଭିନ୍ନ ସହରରେ ଦିଲ୍ଲୀ ରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୯୩,୦୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍ ସୁନା ୧,୦୧,୫୦୦ ଟଙ୍କା ରହିଛି ।
ଜୟପୁରରେ ୨୨ କ୍ୟାରେଟ୍ ସୁନା ୯୩,୦୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୫୦୦ ଟଙ୍କା ରହିଛି । ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନା ୯୨,୯୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୪୦୦ ଟଙ୍କା ରହିଛି ।
ପାଟନାରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୯୩,୦୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୫୦୦ ଟଙ୍କା ୧୦ ଗ୍ରାମ ପ୍ରତି ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ୯୨,୯୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ୧,୦୧,୩୫୦ ରହିଛି ।
ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନା ୯୨,୯୦୦ ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୩୫୦ ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ୯୨,୯୯୦ ଏବଂ ୨୪ କ୍ୟାରେଟ୍ ୧,୦୧,୩୫୦ ରହିଛି ।
ବେଙ୍ଗାଲୁରୁରେ ୨୨ କ୍ୟାରେଟ୍ ସୁନା ୯୨,୯୦୦ ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୩୫୦ ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ୯୨,୯୦୦ ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୩୫୦ ଟଙ୍କା ରହିଛି ।
ନୋଏଡାରେ ୨୨ କ୍ୟାରେଟ୍ ସୁନା ୯୩,୦୫୦ ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୫୦୦ ଟଙ୍କା ରହିଛି । ଗାଜିଆବାଦରେ ୨୨ କ୍ୟାରେଟ୍ ସୁନା ୯୩,୦୫୦ ଏବଂ ୨୪ କ୍ୟାରେଟ୍ ସୁନା ୧,୦୧,୫୦୦ ଟଙ୍କା ରହିଛି । ଲକ୍ଷ୍ନୌରେ ୨୨ କ୍ୟାରେଟ୍ ୯୩,୦୫୦ ଏବଂ ୨୪ କ୍ୟାରେଟ୍ ୧,୦୧,୫୦୦ ଟଙ୍କା ରହିଛି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़