Weather News: ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି
ଏପ୍ରିଲ ମାସରେ ଝାରସୁଗୁଡ଼ା ଏପରି ତାତି ପ୍ରାୟ ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିବା କୁହାଯାଉଛି
ପୂର୍ବରୁ ୨୦୧୦ ମସିହା ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାପମାତ୍ରା ରହିଥିଲା ୪୬.୧ ଡିଗ୍ରୀ ସେଲସିୟସ
ଝାରସୁଗୁଡ଼ା ତାତି ବଢିବା କାରଣରୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ହିଟୱେଭ୍ ପାଇଁ କାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ।
ସ୍କୁଲ ଛୁଟି ସମ୍ପର୍କରେ ଘୋଷଣା କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ
ट्रेन्डिंग फोटोज़