Video: ନୃତ୍ୟ ମାଧ୍ୟମରେ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ମନ୍ମୟ ଦେଙ୍କ ନୂଆ ଗୀତ 'ଝିତାଂ ଜିତାଂ ତାନାନା' ଆସିବାକୁ ଯାଉଛି । ଗୀତଟିର ସୁଟିଂ ସମୟର ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ମନ୍ମୟଙ୍କ ସହ ଲିଲି ନାୟକ ଗୀତଟିରେ ଜବରଦସ୍ତ ଠୁମକା ଲଗାଇଛନ୍ତି । ଏହି ଗୀତ ଆଗକୁ ଖୁବ ଟ୍ରେଣ୍ଡିଂ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।