Viral Video: ଅଭିନେତ୍ରୀ ଜାକଲିନ ପରିଡାଙ୍କ ଅନେକ ରିଲ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ତେବେ ନିକଟରେ Viral Vayyari ଗୀତରେ ଠୁମକା ଲଗାଇଛନ୍ତି ଜାକଲିନ । ଭିଡିଓଟି ଜାକଲିନଙ୍କ ଫ୍ୟାନ୍ସଙ୍କ ନିକଟରେ ପହଞ୍ଚିବା ପରେ ଖୁବ ପ୍ରଶଂସା ମିଳିଛି ତାଙ୍କୁ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.