Varsha Priyadarshini: ଅନୁଭବଙ୍କ ବାହାଘର ପରେ ପୁଣିଥରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷାଙ୍କ ଏହି ଭିଡିଓ । ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ଅନୁଭବଙ୍କ ସହ ଡିଭୋର୍ସ ପରେ ରାଜନୀତି ସହ ସମାଜ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ଅଭିନେତ୍ରୀ। ଏହାସହ ଅଭିନେତ୍ରୀ ଅନେକ ମୁଭିରେ ନିଜେ କ୍ରିଏଟିଭ୍ ହେଡ ଭାବେ କାର୍ଯ୍ୟ କରିବା ସହ ଅଭିନୟ କରିଛନ୍ତି। ତେବେ ଅନୁଭବଙ୍କ ବିବାହ ପରେ ବର୍ଷା ପ୍ରିୟଦର୍ଶିନୀ ଆଉ ସୋସିଆଲ ମିଡିଆରେ ଆକ୍ଟିଭ ନାହାଁନ୍ତି। ହେଲେ କିଛି ପୁରୁଣା ଭିଡିଓ ଏବେ ବେଶ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।