Jasmine Rath: ଅଭିନେତା ଅଭିଳାଷ ଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଜାସ୍ମିନ ରଥ । ଅଭିନେତ୍ରୀ ଜାସ୍ମିନ ରଥଙ୍କୁ କିଏ ବା ନଜାଣେ। ଓଡ଼ିଆ ସିରିଏଲ ସହ ଓଡ଼ିଆ ଆଲବମରେ ନଜର ଆସନ୍ତି ଅଭିନେତ୍ରୀ ଜାସ୍ମିନ୍ ରଥ । ତେବେ କେବଳ ଯେ ଓଡିଆ ନୁହେଁ ତେଲୁଗୁ ସିରିଏଲରେ ବି ନିଜର ଜଲୱା ଦେଖାଇଛନ୍ତି ଜାସ୍ମିନ। ତେବେ କିଛି ଘଣ୍ଟା ତଳେ ସେୟାର କରିଥିବା ଏକ ଭିଡିଓରେ ରାସ୍ତା କଡରୁ ଭାଇରାଲ ହୋଇଛି ଜାସ୍ମିନ ଓ ଅଭିଳାଷଙ୍କ ଭିଡିଓ..ଆଉ ଏହି ଭିଡିଓଟି ତାଙ୍କ ଅପକମିଂ ମ୍ୟୁଜିକ୍ ଭିଡିଓର ବୋଲି କୁହାଯାଉଛି।