MahaKumbh Baba viral video: ଏକ କପୋତ ୯ ବର୍ଷ ଧରି ଜଣେ ବାବାଙ୍କ ମୁଣ୍ଡ ଉପରେ ବସିଛି। ମହାକୁମ୍ଭରେ ଏହି ବାବାଙ୍କ ଭାଇରାଲ ଭିଡିଓ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଭିଡିଓଟି ଦେଖନ୍ତୁ ଏବଂ ଏହି ଅଜବ ଘଟଣା ବିଷୟରେ ଅଧିକ ଜାଣନ୍ତୁ।