Video: ପାପର ପ୍ରାୟଶ୍ଚିତ କରିଛନ୍ତି ଜୟା ହୋଟେଲ୍ ଗ୍ରାହକ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏହି ଦୁଇ ବ୍ୟକ୍ତି ଜୟା ହୋଟେଲରେ ମଟନ ଖାଇବାର ପ୍ରାୟଶ୍ଚିତ କରୁଛନ୍ତି । ମୁଣ୍ଡନ ହେବା ସହ ଗୋମୁତ୍ର ଏବଂ ଗୋବର ପାଇଛନ୍ତି ଦୁଇ ବ୍ୟକ୍ତି । ଶୁଣନ୍ତୁ ସେ କଣ କହୁଛନ୍ତି ...