UP CM Yogi Cabinet take Holy Dip in Maha Kumbh 2025: ବୁଡ ପକାଇଲେ ଯୋଗୀ
Up Cm Yogi: ମହାକୁମ୍ଭକୁ ଦୃଷ୍ଟିରେ ରଖି, ଉତ୍ତର ପ୍ରଦେଶର ଶାସନକଳ ଏବେ ଲକ୍ଷ୍ନୌରୁ ପ୍ରୟାଗରାଜକୁ ସ୍ଥାନାନ୍ତରିତ ହୋଇଛି। ମହାକୁମ୍ଭର ମେଳା ପରିସରରେ ୟୁପି କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦେଖିବାକୁ ମିଳିଥିଲା। ଆଜି ମହାକୁମ୍ଭରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ଆରମ୍ଭ କରି ୟୁପିର ସମଗ୍ର କ୍ୟାବିନେଟ୍ ଉପସ୍ଥିତ ଥିଲେ। ଏବେ ୟୁପି ମୁଖ୍ୟମନ୍ତ୍ରୀ ସମେତ ସମଗ୍ର କ୍ୟାବିନେଟ୍ ସଙ୍ଗମରେ ବୁଡ଼ ପକାଇଛନ୍ତି। ଯାହାର ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି।