Advertisement

Bengaluru news today 

alt
Karnataka News: କର୍ଣ୍ଣାଟକ ହାମ୍ପିରେ ଘଟିଛି ଏକ ଅଘଟଣ । ଇସ୍ରାଏଲର ଜଣେ ପର୍ଯ୍ୟଟକ ଓ ତାଙ୍କର ହୋମ କେୟାର ଟେକରଙ୍କୁ ଗମଦୁଷ୍କର୍ମ ଖବର ଏବେ ଦୁଇଟି ରାଜ୍ୟକୁ ହଲାଇ ଦେଇଛି। ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସହ ଯୁକ୍ତିତର୍କ ପରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ମାନେ । ଆଉ ଏହାକୁ ରୋକିବାକୁ ଯାଇ ତିନି ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ଏହି ୩ ଯୁବକଙ୍କୁ ଦୁଷ୍କର୍ମକାରୀ ଟଙ୍କା ମାଗିବା ସହ ଯୁକ୍ତିତର୍କ କରିଥିଲେ ପରେ ହାତାହାତି ହେବା ପରେ ତିନି ଜଣଙ୍କୁ କେନାଲ ଭିତରକୁ ଠେଲିଦେଇଥିଲେ ଦୁଷ୍କର୍ମକାରୀ । ୨ ଯୁବକ ଯେନତେନ କରି ପହଁରିକି କୂଳକୁ ଆସିଯାଇଥିବା ବେଳେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କର ମୃତଦେହ ଜବତ ହୋଇଛି । ତାଙ୍କ ନାଁ ବିବାସ ବୋଲି ଜଣାପଡିଛି।
Mar 8,2025, 18:02 PM IST

Trending news

;