Advertisement
Photo Details/zeeodisha/odisha2798202
photoDetails0hindi

Gold Rate: ଦେଶର କେଉଁ ସହରରୁ ସୁନା କିଣିଲେ ଶସ୍ତାରେ ମିଳିବ ? ଜାଣନ୍ତୁ ଦର

ଆଜି ଦେଶର ପ୍ରମୁଖ ସହରଗୁଡ଼ିକରେ ପ୍ରତି ୧୦ ଗ୍ରାମ ପ୍ରତି ୨୨-କ୍ୟାରେଟ୍ ଏବଂ ୨୪-କ୍ୟାରେଟ୍ ସୁନା ଦର କେତେ ରହିଛି ଆସନ୍ତୁ ଜାଣିବା 

1/10

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୯,୪୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ଦାମ ରହିଛି ୯୧,୧୫୦

2/10

ମୁମ୍ୱାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଦର ରହିଛି ୯୯,୨୮୦ ଏବଂ ୨୨ କ୍ୟାରେଟ୍ ଦାମ ରହିଛି ୯୧,୦୦୦

3/10

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୯,୨୮୦ ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୧,୦୦୦

4/10

କୋଲକାତାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୯,୨୮୦ ଏବଂ ୨୨ କ୍ୟାରେଟ୍ ସୁନା ଦାମ ୯୧,୦୦୦

5/10

ବାଙ୍ଗାଲୋରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୯,୪୩୦ ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୯୧,୦୦୦

6/10

ଜୟପୁରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୯,୪୩୦ ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୧,୧୫୦

7/10

ଲକ୍ଷ୍ମୋରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୯୯,୪୩୦ ଏବଂ ୨୨ କ୍ୟାରେଟ୍ ଦର ୯୧,୧୫୦

8/10

ହାଇଦ୍ରାବାଦରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ଦର ୯୯,୨୮୦ ଏବଂ ୨୨ କ୍ୟାରେଟ୍ ୯୧,୦୦୦

9/10

ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୯,୩୩୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ଦାମ ରହିଛି ୯୧,୦୫୦

10/10

ଆପଣଙ୍କୁ କହିରଖୁଛୁ ଯେ, Goods Returns ତଥ୍ୟ ଅନୁଯାୟୀ ଏହି ସୂଚନା ପ୍ରଦାନ କରାଯାଇଛି ।

;