ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ ସାମଲ
Advertisement
Article Detail0/zeeodisha/odisha2829872

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ ସାମଲ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । 

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ ସାମଲ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ନିର୍ଦ୍ଧାରିତ ସମୟ ଭିତରେ ଆଉ କେହି ନାମାଙ୍କନ ଭରି ନ ଥିବାରୁ ଏହା ସ୍ପଷ୍ଟ ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ ମନମୋହନ ସାମଲ ।

Also Read- Sawan Grah Gochar: ଶ୍ରାବଣରେ ଗ୍ରହ ଚଳନ, ୩ ରାଶିର କ୍ୟାରିୟରରେ ଆସିବ ମୋଡ
Also Read- ଭିଜିଲାନ୍ସ ହାତରେ ଧରା ପଡିଲେ ରେଢାଖୋଲ BVO

;