Advertisement
Photo Details/zeeodisha/odisha2757849
photoDetails0hindi

Odisha CM Grievance: ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା

CM Mohan Charan Majhi: ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

1/8

ବଦଳିଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା ।

2/8

ଅଭିଯୋଗ ପ୍ରକୋଷ୍ଠର ନୂଆ ଠିକଣା ହେବ ୟୁନିଟ-୨ ଅଶୋକ ନଗର ମଣ୍ଡଳ ସାଧନ କେନ୍ଦ୍ର ।

3/8

ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ନୂତନ ଅଭିଯୋଗ ପ୍ରକୋଷ୍ଠ ।

4/8

ନୂଆ ପ୍ରକୋଷ୍ଠ ନିର୍ମାଣ ପରେ ହିଁ ସେଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ କରାଯିବ କିନ୍ତୁ ବର୍ତ୍ତମାନ ଅଭିଯୋଗ ପ୍ରକୋଷ୍ଠ ଠିକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ

5/8

ଆପଣଙ୍କୁ କହିରଖୁଛୁ ଯେ, ୧ବର୍ଷରୁ କମ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୧୦ ହଜାରରୁ ଅଧିକ ଶୁଣାଣି ହୋଇସାରିଛି

6/8

କେବଳ ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଅଭିଯୋଗ ଶୁଣାଣି କରିବା ପାଇଁ ସମୟ ସମୟରେ ସରକାରୀ ଅଧିକାରୀ ସ୍ଥାନାନ୍ତରିତ ହେଉଛନ୍ତି

7/8

ଗତ ଏପ୍ରିଲ୍ ୨୧ ତାରିଖରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

8/8

କୌଣସି କାରଣ ପାଇଁ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲେ ଯଥେଷ୍ଟ ପୂର୍ବରୁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରିଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

;