ରାଜ୍ୟରେ ଆଜି ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ବୋଲି ପରିଗଣିତ ହୋଇଛି ।
ଝାରସୁଗୁଡ଼ା ଏବଂ ସମ୍ବଲପୁର ତାପମାତ୍ରା ଥିଲା ୩୯ ଡିଗ୍ରୀ ସେଲସିୟସ୍
ବାଲେଶ୍ବର ଏବଂ ହୀରାକୁଦରେ ତାପମାତ୍ରା ଥିଲା ୩୮.୪ ଡିଗ୍ରୀ ସେଲସିୟସ୍
ଚାନ୍ଦବାଲିରେ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା
ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ରହିଥିଲା ୩୯.୪ ଡିଗ୍ରୀ ସେଲସିୟସ୍
ट्रेन्डिंग फोटोज़