Viral Video: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନେହା ନାଗେଶ୍ୱରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଟିଭି ସିରିଏଲ ହେଉ ଅବା ମ୍ୟୁଜିକ ଭିଡିଓ ସବୁଥିରେ ନେହାଙ୍କ ଦର୍ଶକେ ପସନ୍ଦ କରିଆସିଛନ୍ତି । ସେହିପରି ପ୍ରଦୋଶ ନାୟକଙ୍କ ଫ୍ୟାନ ଫଲୋଅର୍ସଙ୍କ ସଖ୍ୟା ମଧ୍ୟ ଖୁବ ଅଧିକ । ନିକଟରେ ନେହା ଏବଂ ପ୍ରଦୋଶଙ୍କ ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ କମେଣ୍ଟ ବକ୍ସରେ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।