Viral Video: ଓଲିଉଡ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ନିକଟରେ ଜୟଦେବ ରାଉଳଙ୍କୁ ବିବାହ କରିଛନ୍ତି । ବିବାହ ପୂର୍ବରୁ ଉଭୟଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ବିବାହ ପରେ ମଧ୍ୟ କୁକିଜଙ୍କ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ବଧୂ ବେଶରେ କେତେ ସୁନ୍ଦର ଲାଗୁଛନ୍ତି କୁକିଜ ।