Viral Video: ଅଭିନେତ୍ରୀ ଲିପିଙ୍କ ବିବାହକୁ ନେଇ ଅନେକ ଗୁଜବ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ତେବେ ଆଜି ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ଲିପିଙ୍କ ସହ ଅଭିନେତା ପୁପିନ୍ଦରଙ୍କୁ ଦେଖିବାକୁ ମିଳିଛି । ଉଭୟେ ବେକରେ ଫୁଲ ମାଳ ପକେଇ କାର୍ ଭିତରେ ବସିଛନ୍ତି । ତେବେ ଏହାର ପ୍ରକୃତ କାରଣ କଣ ସେକଥା ଲୋକଲୋଚନକୁ ନଆଣି ପୁରିନ୍ଦର ଏବଂ ଲିପି ଦର୍ଶକଙ୍କୁ ଦ୍ୱନ୍ଦରେ ପକାଇଛନ୍ତି । ଏହା ସୁଟିଂ ସେଟ୍ ର ଏକ ଦୃଶ୍ୟ ବୋଲି ଦର୍ଶକେ ଅନୁମାନ କରୁଛନ୍ତି ।