Viral Video: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଜାଗ୍ରତି ଶୁକ୍ଳାଙ୍କୁ ଦ୍ୱିତୀୟ ବିବାହ କରିବା ପରେ ଏବେ ଖୁସିରେ ଅଛନ୍ତି । କିନ୍ତୁ ପୂର୍ବ ପତ୍ନୀ ବର୍ଷାପ୍ରିୟଦର୍ଶିନୀଙ୍କ ସହ ଅନୁଭବଙ୍କ କିଛି ଭିଡିଓ ଏବେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ ଯେଉଁଥିରେ ବହୁ ପୂର୍ବରୁ ବର୍ଷା ଏବଂ ଅନୁଭବ ଏକ ରୋମାଣ୍ଟିକ୍ ଗୀତରେ ରିଲ୍ କରିଛନ୍ତି ।