ଲୋୟର ପିଏମଜିରେ ପ୍ରତିବାଦ କରିବା ସମୟରେ ଆହତ ହୋଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାସ ଦାସ (ବବି) । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୌମ୍ୟାଶ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ରାଜଧାନୀରେ ବିଜେଡିର ପ୍ରତିବାଦ ଆଜି ଦେଖିବାକୁ ମିଳିଥିଲା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.