)
Video: ଯାତ୍ରା ଅଭିନେତା ପିୟୁଷଙ୍କୁ ମାଡ, ଦେଖନ୍ତୁ ଭିଡିଓ
Video: ଯାତ୍ରା ଅଭିନେତା ପ୍ରିୟୁଷ ତ୍ରିପାଠୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଖୁବ କମ ବୟସରେ ଅଧିକ ଲୋକପ୍ରିୟତା ହାସଲ କରିବାରେ ସେ ଏବେ ସବୁଠୁ ଆଗରେ । ନିକଟରେ ପିୟୁଷ ଯାତ୍ରା ମଞ୍ଚରେ ଅଭିନୟ କରିବା ସମୟରେ ଏହି ଭିଡିଓଟି ଭାଇରାଲ ହୋଇଛି । ଯେଉଁଥିରେ ସହକଳାକାର ପିୟୁଷଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ।
Advertisement