Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରାଣୀ ଖୁବ ଭିନ୍ନ ଗେଟଅପରେ ନଜର ଆସିଛନ୍ତି । ହାତରେ ସିଗାରେଟ୍ ଧରି ଟାଣିବା ସହ ପାଟିରୁ ଧୂଆଁ ବାହାର କରୁଛନ୍ତି ରାଣୀ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଧୁମ୍ରପାନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।