Video: ଯାତ୍ରା ସିଂହବାହିନୀ ମଞ୍ଚରୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଟିକି କାହ୍ନାଙ୍କ ନିକଟକୁ ମୋବାଇଲ୍ ଫିଙ୍ଗି ଦେଉଛନ୍ତି । ଫୋନଟି ମଞ୍ଚରେ ପଡି ଫାଟି ଯାଉଛି । ଏହାପରେ କାହ୍ନାଙ୍କ ଜବରଦସ୍ତ ଡାଏଲଗ ଶୁଣି ଦର୍ଶକମାନେ ହସିବାରେ ଲାଗିଛନ୍ତି ।