Viral Video: ଓଡ଼ିଆ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଲିକୁନ ଚୌଧୁରୀଙ୍କ ଏହି ପୁରୁଣା ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଲିକୁନ ନିଜ ପ୍ରଶଂସକମାନଙ୍କୁ ଖୁବ ଭଲ ପାଆନ୍ତି । ସେମାନଙ୍କ ସହ ସୋସିଆଲ ମିଡିଆରେ ସୁଖ ଦୁଖ ସେୟାର କରନ୍ତି ।