Advertisement

Bhadrak News 

alt
Nov 21,2024, 17:04 PM IST
alt
ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ଯାଏଁ ଏକମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ଜିଲା ଆରକ୍ଷିଅଧିକ୍ଷକ ବରୁଣ ଗୁଣ୍ଠପାଲି, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଜିଲାପରିଷଦ ଅଧକ୍ଷ ପ୍ରଫୁଲ ଜେନା, ଡିଆଇଭି ଡିଏସପି ପ୍ରଭାତ ବିଶ୍ବଳ, ଜିଲା ଲୋକସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ଜିଲା ସଂସ୍କୃତି ବିଭାଗର ଅଧିକାରୀ, ଜିଲା ପ
Jul 11,2024, 13:52 PM IST
View More

Trending news

;