Viral Video: ଅନଲାଇନ ଗେମ୍ ମାୟାରେ ଯୁବ ପିଢୀ, ମୋବାଇଲ ରେ ଅନଲାଇନ ଗେମ ଖେଳିବା ହେଲା କାଳ, ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର, ଅନଲାଇନ ଗେମ୍ ଖେଳିବା ପାଂଇ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ, ମୃତ ନାବାଳକ ଜଣକ ସିଂଲା ଥାନା ଗୁହାଳିପଦା ଗ୍ରାମର ସନ୍ତୋଷ ଜେନା ଙ୍କ ପୂତ୍ର ଜୟକୃଷ୍ନ ଜେନା, ସେ ପାଠ ନପଢି ସବୁବେଳେ ମୋବାଇଲ ରେ ଅନଲାଇନ ଗେମ୍ ଖେଳୁ ଥିଲେ, ଏନେଇ ପରିବାର ଲୋକେ ବାରମ୍ବାର ବାରଣ କରିବାରୁ ଆଜି ସକାଳେ ବାଥରୁମ ଭିତରେ ବେକ ର ଗାମୁଛା ଲଗାଇ ଜୟକୃଷ୍ନ ଆତ୍ମହତ୍ଯା କରିଛନ୍ତି।