Viral: ପହଲଗାମ ଆତଙ୍କୀ ହମଲା ପରେ ବର୍ତ୍ତମାନ କାଶ୍ମୀରରୁ ଅନେକ ଗୁଡିଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ସୋନମାର୍ଗର ଦୃଶ୍ୟ ନିଜ ମୋବାଇଲ କ୍ୟାମେରାରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆତଙ୍କବାଦଙ୍କ ଆକ୍ରମଣ ପରେ ମଧ୍ୟ କିଛି ପର୍ଯ୍ୟଟକ ସୋନମାର୍ଗ ସମେତେ କାଶ୍ମୀରର ବିଭିନ୍ନ ସ୍ଥାନ ବୁଲୁଥିବା ଦେଖିବାକୁ ମିଳିଛି ।