Jagruti Shukla: ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତିଙ୍କ ମହିଳା ବନ୍ଧୁ ଜାଗୃତି ଶୁକ୍ଲା। ନିକଟରେ ଜାଗୃତି ଏକ ସାୟରି ଆବୃତି କରି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁ ପୋଷ୍ଟରେ ଅଭିନେତା ଅଭିନେତା ଅନୁଭବ ମହାନ୍ତି ମଧ୍ୟ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି। ତୁମେ ଜୀବନର ପ୍ରତ୍ୟେକ ସୁଖ ଏବଂ ସଫଳତାର ଯୋଗ୍ୟ। ତାଙ୍କର ଏହି କମେଣ୍ଟକୁ ଫ୍ୟାନ୍ସ ପ୍ରଶଂସା କରୁଥିବା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।