Viral Video: କଳାପଥର ଉଚ୍ଚ ବିଦ୍ୟାଳୟ ନିକଟରେ ନରକଙ୍କାଳ ଠାବକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ପରେ ବିଦ୍ୟାଳୟର ସାଇନ୍ସ ଲ୍ୟାବର ଭଗ୍ନ ସ୍କେଲିଟନ୍ ବୋଲି ସ୍ପଷ୍ଟ କଲେ ବିଦ୍ୟାଳୟର ଶିକ୍ଷୟତ୍ରୀ।