Jagrati Shukla Viral Video: ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱିତୀୟ ପତ୍ନି ଜାଗ୍ରତି ଶୁକ୍ଲା ଏବେ ବିବାହ ପରେ ପରିବାର ସହ ଖୁବ୍ ଖୁସିରେ ସମୟ ଅତିବାହିତ କରୁଛନ୍ତି। ନିକଟରେ ଜାଗ୍ରତିଙ୍କର ବିବାହ ପୂର୍ବର ଏକ ଭିଡି ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ...