Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବିଲ ରାସ୍ତାରେ ଜଣେ ବ୍ୟକ୍ତି ନିଜ ବାଇକ ଷ୍ଟାର୍ଟ କରି ଓହ୍ଲାଇପଡିଲେ । କିନ୍ତୁ ବାଇକ୍ ଟି ଖାଲ ଢିପ ନମାନି କେଉଁଠାରେ ନପଡି ବିନା ଚାଳକରେ ଆପେ ଆପେ ଆଗକୁ ଆଗକୁ ମାଡି ଚାଲୁଛି । ଏହି ଭିଡିଓ ଭାଇରାଲ୍ ହେବା ପରେ କମେଣ୍ଟ ବକ୍ସରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି ।