Shikhar Dhawan: ମୈୟା ୟଶୋଦା ଗୀତରେ ନାଚିଲେ ପୂର୍ବତନ କ୍ରିକେଟର ଶିଖର ଧୱନ, ଭିଡିଓ ଭାଇରାଲ । ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ ଗବ୍ବର ନାଁରେ ବେଶ୍ ପରିଚିତ । ଅନ୍ତର୍ଜାତୀୟ କ୍ରିକେଟରୁ ନେଇ ସାରିଛନ୍ତି ଅବସର । କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ସରିଛି । ଯେତିକି ସେ ତାଙ୍କ ଖେଳକୁ ନେଇ ଚର୍ଚ୍ଚିତ ସେତିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚିତ । ତେବେ କିଛିଦିନ ତଳେ ନିଜ ପୁଅ ପାଇଁ ମନଦୁଃଖ କରୁଥିବା ବେଳେ ଏହାପୂର୍ବରୁ ଏକ ଭିଡିଓ ଭାଇରାଲ ହେଉଛି ।ଯେଉଁଥିରେ ସେ ହିନ୍ଦି ସିନେମା ହମ ସାଥ୍ ସାଥ୍ ହୈ ଗୀତ ମୈୟାୟଶୋଦାରେ ଡ୍ୟାନ୍ସ କରିଛନ୍ତି।
Also See Video: Virat Kohli On Chhi Chhi Song: ମ୍ୟାଚ୍ ଅଧାରେ ବାଜିଥିଲା ଛି ଛି ଛି ରେ ନନୀ ଗୀତ...ବିରାଟ ଦେଇଥିଲେ ଏମିତି ରିଆକ୍ସନ