SBI ATM heist in Bhubaneswar CCTV Video: ରାଜଧାନୀ ଭୁବନେଶ୍ବରରେ ଲୁଟେରାଙ୍କ ଉପଦ୍ରବ ବର୍ତ୍ତମାନ ବଢ଼ିଚାଲିଛି। ଏପରି ଏକ ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ଥିବା ATM ମେସିନ୍ ତାଡି ନେଇଯାଇଥିଲେ। ଏହାର CCTV ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଦେଖନ୍ତୁ କେମିତି ତାଡ଼ି ନେଉଛନ୍ତି।