Viral Video: କାୟା ମେଲାଉଛି ଚୋରା ମଦ କାରବାର। ଗୁଣ୍ଠବନ୍ଧ ଗ୍ରାମ ରେ ଗତକାଲି ରାତି ରେ ଜଣେ ଜୁବକ କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଥିବା ସି ସି ଟିଭି କ୍ଯାମେରା ରେ କଏଦ ହୋଇଛି। ତେବେ ଚରା ମଦ କାରବାର କୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ଆଲୋଡନ ହେଉଥିବା ବେଳେ ପୋଲିସ ଘଟଣା ର ଅନୁସନ୍ଧାନ କରି ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଜରୁରି ହୋଇପଡିଛି।