Advertisement

Salman khan VIDEO 

alt
Mar 24,2025, 10:01 AM IST
alt
Oct 17,2024, 22:02 PM IST
alt
ଗୁରୁବାର ସଲମାନ ଖାନ ଏକ ଇଭେଣ୍ଟରେ ନିଜର ସିଗ୍ନେଚର ସ୍ୱାଗ ଦେଖାଇ ଷ୍ଟାଇଲିସ୍ ନଜର ଆସିଥିଲେ । ଏହି ସୁପରଷ୍ଟାର କ୍ୟାଜୁଆଲ୍ ପୋଷାକରେ ପୂର୍ବଭଳି ଦମଦାର ଦେଖାଯାଉଥିଲେ। ତେବେ ଏହି ଇଭେଣ୍ଟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲମାନ ସୋଫାରୁ ଠିଆ ହେବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ପରେ ଜଣାପଡ଼ିଲା ଯେ ସଲମାନଙ୍କ ଗୋଡ଼ରେ ଆଘାତ ଲାଗିଛି, ତଥାପି ଅସୁବିଧା ସତ୍ତ୍ୱେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପସନ୍ଦ କରିଥିଲେ। ଏହି ଭିଡିଓ ପରେ ସୋସିଆଲ ମିଡିଆରେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ମେସେଜ୍ ଆସିବା ସହ Get Well Soon ଲେଖି ଫ୍ୟାନ୍ସ ମାନେ କନସର୍ନ ଜଣାଇଛନ୍ତି। କିଛି କିଛି ଫ୍ୟାନ୍ସ କହିଛନ୍ତି ଯେ, ଆମ ଛୁଆ ବେଳର ହିରୋ ଏବେ ବୃଦ୍ଧାବସ୍ଥାକୁ ଆସିଗଲେଣି।
Aug 29,2024, 17:00 PM IST
View More

Trending news

;