Actress Riya Dey Video: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ଖୁବ୍ ଚର୍ଚ୍ଚିତ ଚେହେରା ଅଭିନେତ୍ରୀ ରିୟା ଦେ। ସେ ସୋସିଆଲ ମିଡିଆର ମଧ୍ୟ ଖୁବ୍ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଥାନ୍ତି। ଏବେ ସେ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସହ ଜବରଦସ୍ତ ଡାନ୍ସ କରୁଥିବା ଦେଖିବାକୁ ମିଳିଛି।ତେବେ ଦେଖନ୍ତୁ ଏହି ଭିଡିଓ..