Viral Video: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ଜ୍ୟୋତି ରଂଜନ ନାୟକ। ସେ ଟେଲିଭିଜନ୍ ଅଭିନେତ୍ରୀ ସିମରନଙ୍କୁ ବିବାହ କରିଛନ୍ତି। ନିକଟରେ ସିମରନ୍ ମହାପ୍ରଭୁ ଜଗନ୍ନାଥଙ୍କ ଭଜନରେ ଏକ ଭିଡିଓ କରି ନିଜ ଆକାଉଣ୍ଟରେ ସେୟାର କରିଛନ୍ତି, ଦେଖନ୍ତୁ ଏହି ଭିଡିଓ....