Naveen Patnaik extends Ratha Jatra 2025: ଜୁନ୍ ୨୨ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଅସ୍ତ୍ରୋପଚାର ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ପୂର୍ବରୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି," ମୋର ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଶୁଭକାମନା ଜଣାଉଛି।”