Rath yatra 2025: ପୁରୀ ରଥଯାତ୍ରା ସମୟରେ ନଜର ଆସିଲେ ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ପେହଲଗାମ ଆତଙ୍କୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସମ୍ପର୍କରେ ଥିବା ଜ୍ୟୋତି ମଲହୋତ୍ରାଙ୍କ ବାନ୍ଧବୀ ପ୍ରିୟଙ୍କା ସେନାପତିଙ୍କୁ ରଥଯାତ୍ରା ସମୟରେ ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପରେ ଅନେକ ଆଶଙ୍କା ଉପୁଜିଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।